Jagannath Sanskruti

LOREM CORPORATE CEO

Duis aute irure dolor in reprehenderit in voluptate velit esse cillum dolore eu fugiat nulla pariatur. Excepteur sint occaecat cupidatat non proident, sunt in culpa qui officia deserunt mollit anim id est laborum.

      Benn Marshall

Date/Time: July 01st, Friday from 8pm to 10pm (Room 3-4)

ଆସିବେ ମହାବାହୁ

ଦୀର୍ଘଦିନ ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଅପାର ଲୀଳାମୃତ ସହିତ ସମ୍ପୂର୍ଣ୍ଣ ମନୋରଞ୍ଜନ ଭରା ନିଚ୍ଛକ ଓଡିଆ କାହାଣୀକୁ ନେଇ ପ୍ରସ୍ତୁତ ଓଡିଆ ଚଳଚ୍ଚିତ୍ର ‘ମହାବାହୁ’ ଆସନ୍ତା ଜୁଲାଇ ୯ରେ ସାରା ଓଡିଶାରେ ମୁକ୍ତିଲାଭ କରିବାକୁ ଯାଉଛି । ନିକଟରେ ଏହାର ପୋଷ୍ଟର୍ ସହ ଗୀତ ରିଲିଜ୍ ହୋଇ ଦର୍ଶକଙ୍କ ମନ ଜିଣି ଚାଲିଛି । କାହାଣୀ ପରି ସିନେମାର ଶୀର୍ଷକ ମହାପ୍ରଭୁଙ୍କୁ ନେଇଥିବାରୁ ଦର୍ଶକଙ୍କ ଭାବାବେଗ ସହ ଉତ୍ସାହ ଦେଖିବାକୁ ମିଳିଛି । ସମସ୍ତେ ଏହାର ରିଲିଜ୍‌କୁ ଅପେକ୍ଷା କରିଛନ୍ତି । ବଡ କଥା ହେଲା; ମହାବାହୁଙ୍କୁ ବାହୁରେ ଧରି ଆସୁଛନ୍ତି ଅଭିନେତା ଆକାଶ ଦାସନାୟକ । ଆଲୋଚନା ହେଉଛି କି, ଅନୀତା ଦାସଙ୍କ ପରେ ଏମିତି ଏକ ଦୃଶ୍ୟରେ ଦର୍ଶକ ଆକାଶଙ୍କୁ ଦେଖିବାକୁ ପାଇବେ । ମହାପ୍ରଭୁଙ୍କୁ କୁଣ୍ଢେଇ ବୁଲୁଥିବାର ଦେଖିବେ । ସିନେମାର ଆକାଶଙ୍କ ସହିତ ପୁନମ ମିଶ୍ରଙ୍କୁ ମୁଖ୍ୟ ଚରିତ୍ରରେ ଦେଖିବାକୁ ମିଳିବ । ତାଙ୍କ ସହିତ ଶ୍ରୀତମ ଦାସ, ଉଷର୍ଶୀ ମିଶ୍ର, ହରିହର ମହାପାତ୍ର, ତପି ମିଶ୍ର ପ୍ରମୁଖ କଳାକାର ଅଭିନୟ କରିଛନ୍ତି । କଳାକାରମାନଙ୍କ ଅଭିନୟ ସାଙ୍ଗକୁ ଗୀତ ବହୁତ ସୁନ୍ଦର ହୋଇଛି । 

ଏହାର ପ୍ରଯୋଜନା ଦାୟିତ୍ୱରେ ଯୁଗ୍ମ ପ୍ରଯୋଜକ ରମେଶ ବାରିକ ଓ କେ. ତମନ୍ନା ରହିଥିବାବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ୍ ଆନନ୍ଦ । ନିର୍ଦ୍ଦେଶନା ଦେଇଛନ୍ତି ଶ୍ରୀତମ ଦାସ । ସଂଳାପ ଲେଖିଛନ୍ତି ଶରଣାରବିନ୍ଦ ଓଝା । ନାୟକ ଆକାଶ କହିଛନ୍ତି, ସିନେମାର କାହାଣୀ ପାଇଁ ୮ ମାସ ଲାଗିଥିଲା । ପୂରା ୟୁନିଟ୍ ଅପେକ୍ଷା କରିଥିଲା କାହାଣୀ କେବେ ସରିବ ଏବଂ ସୁଟିଂ ହେବ । ଭଗବାନଙ୍କ କୃପାରୁ ସମସ୍ତେ ନିଷ୍ଠାର ସହ ସିନେମାର ସୁଟିଂ କରିଛନ୍ତି । ବହୁତ ପରିଶ୍ରମ କରିଛନ୍ତି । ତେଣୁ ହଲ୍‌କୁ ଆସିବାକୁ ଭୁଲିବେନି । ପୂରା ଟିମ୍ ଅପେକ୍ଷାରେ ରହିଲୁ ।

LOREM CORPORATE CEO

Duis aute irure dolor in reprehenderit in voluptate velit esse cillum dolore eu fugiat nulla pariatur. Excepteur sint occaecat cupidatat non proident, sunt in culpa qui officia deserunt mollit anim id est laborum.

      Benn Marshall

Date/Time: July 02nd, Saturday from 8am to 9am (Room 1)

Topic: Tattwa (ତତ୍ତ୍ଵ) in Shree Jagannath Sanskruti.

Speaker (virtual): Swami Madhabananda Saraswati, Chinmaya Mission, Patiala

Date/Time: July 03rd, Sunday from 10am to 11am (Room 1)

Topic: Bhakti (ଭକ୍ତି) in Shree Jagannath Sanskruti.

Speaker (virtual):  Prof. Harekrushna Satpathy, Vice-Chancellor Kalinga Institute of Social Sciences (KISS), Bhubaneswar

Date/Time: July 03rd, Sunday from 5pm to 6pm (Room 1)

Topic: Parba Parbani (ପର୍ବ ପର୍ବାଣି) in Shree Jagannath Sanskruti.

Speaker (virtual): Shree Rabi Narayana Ratha Sharma, Puri

Jagannath Sanskruti

Date/Time: July 01st, Friday from 8pm to 10pm (Room 3-4)

Movie Premier: Mahabahu (ମହାବାହୁ) is a 2022 Odia movie on the theme of miracles of Mahaprabhu Shree Jagannatha. The lead role in the movie is played by Shri Akash Dasnayak. He is also the Chairperson of “Mo College“ Abhijaan with Govt of Odisha

Date/Time: July 03rd, Sunday from 10am to 11am (Room 1)

Topic: Bhakti (ଭକ୍ତି) in Shree Jagannath Sanskruti.

Speaker (virtual):  Prof. Harekrushna Satpathy, Vice-Chancellor Kalinga Institute of Social Sciences (KISS), Bhubaneswar

Date/Time: July 02nd, Saturday from 8am to 9am (Room 1)

Topic: Tattwa (ତତ୍ତ୍ଵ) in Shree Jagannath Sanskruti.

Speaker (virtual): Swami Madhabananda Saraswati, Chinmaya Mission, Patiala

Date/Time: July 03rd, Sunday from 5pm to 6pm (Room 1)

Topic: Parba Parbani (ପର୍ବ ପର୍ବାଣି) in Shree Jagannath Sanskruti.

Speaker (virtual): Shree Rabi Narayana Ratha Sharma, Puri

ଆସିବେ ମହାବାହୁ

ଦୀର୍ଘଦିନ ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଅପାର ଲୀଳାମୃତ ସହିତ ସମ୍ପୂର୍ଣ୍ଣ ମନୋରଞ୍ଜନ ଭରା ନିଚ୍ଛକ ଓଡିଆ କାହାଣୀକୁ ନେଇ ପ୍ରସ୍ତୁତ ଓଡିଆ ଚଳଚ୍ଚିତ୍ର ‘ମହାବାହୁ’ ଆସନ୍ତା ଜୁଲାଇ ୯ରେ ସାରା ଓଡିଶାରେ ମୁକ୍ତିଲାଭ କରିବାକୁ ଯାଉଛି । ନିକଟରେ ଏହାର ପୋଷ୍ଟର୍ ସହ ଗୀତ ରିଲିଜ୍ ହୋଇ ଦର୍ଶକଙ୍କ ମନ ଜିଣି ଚାଲିଛି । କାହାଣୀ ପରି ସିନେମାର ଶୀର୍ଷକ ମହାପ୍ରଭୁଙ୍କୁ ନେଇଥିବାରୁ ଦର୍ଶକଙ୍କ ଭାବାବେଗ ସହ ଉତ୍ସାହ ଦେଖିବାକୁ ମିଳିଛି । ସମସ୍ତେ ଏହାର ରିଲିଜ୍‌କୁ ଅପେକ୍ଷା କରିଛନ୍ତି । ବଡ କଥା ହେଲା; ମହାବାହୁଙ୍କୁ ବାହୁରେ ଧରି ଆସୁଛନ୍ତି ଅଭିନେତା ଆକାଶ ଦାସନାୟକ । ଆଲୋଚନା ହେଉଛି କି, ଅନୀତା ଦାସଙ୍କ ପରେ ଏମିତି ଏକ ଦୃଶ୍ୟରେ ଦର୍ଶକ ଆକାଶଙ୍କୁ ଦେଖିବାକୁ ପାଇବେ । ମହାପ୍ରଭୁଙ୍କୁ କୁଣ୍ଢେଇ ବୁଲୁଥିବାର ଦେଖିବେ । ସିନେମାର ଆକାଶଙ୍କ ସହିତ ପୁନମ ମିଶ୍ରଙ୍କୁ ମୁଖ୍ୟ ଚରିତ୍ରରେ ଦେଖିବାକୁ ମିଳିବ । ତାଙ୍କ ସହିତ ଶ୍ରୀତମ ଦାସ, ଉଷର୍ଶୀ ମିଶ୍ର, ହରିହର ମହାପାତ୍ର, ତପି ମିଶ୍ର ପ୍ରମୁଖ କଳାକାର ଅଭିନୟ କରିଛନ୍ତି । କଳାକାରମାନଙ୍କ ଅଭିନୟ ସାଙ୍ଗକୁ ଗୀତ ବହୁତ ସୁନ୍ଦର ହୋଇଛି । ଏହାର ପ୍ରଯୋଜନା ଦାୟିତ୍ୱରେ ଯୁଗ୍ମ ପ୍ରଯୋଜକ ରମେଶ ବାରିକ ଓ କେ. ତମନ୍ନା ରହିଥିବାବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ୍ ଆନନ୍ଦ । ନିର୍ଦ୍ଦେଶନା ଦେଇଛନ୍ତି ଶ୍ରୀତମ ଦାସ । ସଂଳାପ ଲେଖିଛନ୍ତି ଶରଣାରବିନ୍ଦ ଓଝା । ନାୟକ ଆକାଶ କହିଛନ୍ତି, ସିନେମାର କାହାଣୀ ପାଇଁ ୮ ମାସ ଲାଗିଥିଲା । ପୂରା ୟୁନିଟ୍ ଅପେକ୍ଷା କରିଥିଲା କାହାଣୀ କେବେ ସରିବ ଏବଂ ସୁଟିଂ ହେବ । ଭଗବାନଙ୍କ କୃପାରୁ ସମସ୍ତେ ନିଷ୍ଠାର ସହ ସିନେମାର ସୁଟିଂ କରିଛନ୍ତି । ବହୁତ ପରିଶ୍ରମ କରିଛନ୍ତି । ତେଣୁ ହଲ୍‌କୁ ଆସିବାକୁ ଭୁଲିବେନି । ପୂରା ଟିମ୍ ଅପେକ୍ଷାରେ ରହିଲୁ ।