OSA PITHA COMPETITION

ପିଠା ଆମ ଓଡ଼ିଆ ସଂସ୍କୃତି ଆଉ ପରମ୍ପରାର ପ୍ରତୀକ | ପ୍ରତି ପର୍ବ ଓ ପର୍ବାଣିକୁ ଉତ୍ସବ ମୁଖର କରାଇଥାଏ ମାଆ ହାତରନ୍ଧା ପିଠା | ମହ ମହ ବାସନାରେ ମହକି ଯାଏ ଘର ଅଗଣା | ପ୍ରବାସରେ ଥାଇ ବି ମାଣବସା ଗୁରୁବାରରେ ଧଳା ମଣ୍ଡା କରି ଖାଇବାର ଉତ୍ସାହ ଅତି ନିଆରା | ତେବେ ଚାଲନ୍ତୁ ସମସ୍ତେ ମିଶି ପୁଣି ଟିକେ ଗାଁ ଦାଣ୍ଡର ମହକକୁ ମନେ ପକାଇ ଦେବା, ଆମର ବାର ମାସର ତେର ପର୍ବର ସୁଆଦକୁ ସମସ୍ତଙ୍କ ପାଖକୁ ନେଇ ଆସିବା | ପିଠା ପ୍ରତିଯୋଗିତାରେ ଯୋଗଦାନ ଦେବା ପାଇଁ ସମସ୍ତଙ୍କୁ ନିମନ୍ତ୍ରଣ ରହିଲା |

This is just our small attempt to spread this unique culture of Odisha.

We invite you to come forward and reveal your cooking talents by registering for the @54thOSA “PITHA COMPETITION – ଓଡ଼ିଆ ପିଠା ପ୍ରତିଯୋଗିତା“.

Preparation details:

  1. Fill out the form with all the details. 
  2. Bring your self-made dish with a recipe. 
  3. Judges will score the dish on the basis of taste, innovation, and presentation.

Guidelines

  • Limited Participants (30) so it’s a first-come-first-basis.
  • You must register before May 30th by filling the participate form below.
  • To withdraw your registration for any reason, please send an email to contest2023pitha@osanaconvention.org for cancellation.

Event Details:

Details of the location and other logistics will be shared soon.

Prizes

  • Top-3 recipes will be recognized!!

For any questions feel free to email to contest2023pitha@osanaconvention.org